I
---
ତୋ ଚକା ଆଖିରେ ଆଖି ମିଳାଇ
କହିଛି ମୋର କେତେ ଦୁଖ
ତୁ ଯେ ଶୁଣୁ ସବୁ ଚୁପ ବସି
କେବେ ଦେବୁ ମୋତେ ସୁଖ....?
II
ଭକ୍ତର ଭଗବାନ ତୁ
ହେ କଳା ଠାକୁର
କଣ ମାଗିବି ତୋତେ?
ତୁ ତ ଜାଣିଛୁ ସବୁ କଥା
ମୋ ମନର....
III
---
ସେହି ଚକା ଆଖି
ସେହି ଅଧା ଗଢା ମୂର୍ତ୍ତି
ଜୀବନକୁ ଗଡାଇ ନିଏ
ଇଚ୍ଛାକୁ କରେ ପୂର୍ତ୍ତି ।
'Suna Besha' of Lord Jagannath (Lord decked with Gold or 'Suna' ornaments) Source |
~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~
English Translation :
I
-------
My eyes meet Your round eyes
And I tell You all my woes
You sit quietly and listen to everything
When will You give me happiness...?
II
-------
You are the devotee's Lord
Oh Black Lord
What should I ask from You?
You already know of all the things
In my mind.......
III
-------
Those round eyes
That half-molded idol
Takes life forward
Fulfilling all wishes
Wonderful! Very well-written.
ReplyDeleteWhat can we say/ask to the 'Lord of the Universe'?
Thanks so much Anita! Very rightly said! :)
DeleteNicely penned ..:-)
ReplyDeleteThanks a lot Maniparna! :)
DeleteGreat poerty.Keep blogging in Odia.Jai Jagganath.
ReplyDeleteThanks so much for encouragement Ajay! Jai Jagannath! :)
DeleteBeautifully written Amrita .. we don't need to ask, he would lead all of us in right path. jai jagannath
ReplyDeleteYes you are very right! Thanks for such a nice comment! Jai Jagannath! :)
DeleteWow, nice post Amrita...
ReplyDeleteThanks a lot Alok! :)
Deleteବାସ୍ତବିକ ଚମତ୍କାର୍ କବିତାଟିଏ. ପ୍ରଶଂସା ନ କରି ରହିପାରୁନି. ସାହିତ୍ୟର ଜୟଯାତ୍ରା ଜାରି ରହୁ. ଜୟ ଜଗନ୍ନାଥ. ଜୟ ଓଡିଆ. ଜୟ ଓଡିଶା.
ReplyDeleteଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି! ଏମିତି ମୋତେ ପ୍ରୋତ୍ସାହିତ କରୁଥାନ୍ତୁ! ଜୟ ଜଗନ୍ନାଥ! :)
Delete